STORYMIRROR

Sudhashree Bhattamisra

Inspirational

3  

Sudhashree Bhattamisra

Inspirational

ଅନୁଭୂତି

ଅନୁଭୂତି

1 min
140

ଅନୁଭୂତି ମୋର ଅମାବାସ୍ୟାର

ଅମାଅନ୍ଧକାର

ହଜିଛି ଯେବେ ଅନ୍ଧାରରେ

ଖୋଜିଛି ଆଲୁଅ

ହଜିନଥାନ୍ତି ଯଦି କେମିତି ଖୋଜିଥାନ୍ତି

ବୁଝିଥାନ୍ତି

ଆଲୁଅ ଏତେ

ନିତାନ୍ତ ଜରୁରୀ ବୋଲି

ଯେତିକି

ଅନ୍ଧାର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଠିକଣା

ଠିକଣା

1 min ପଢ଼ନ୍ତୁ

ତମେ

ତମେ

1 min ପଢ଼ନ୍ତୁ

ଆକାଶ

ଆକାଶ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ମୁଁ

ମୁଁ

1 min ପଢ଼ନ୍ତୁ

Similar oriya poem from Inspirational