STORYMIRROR

Sunanda B Mohapatra

Abstract

2  

Sunanda B Mohapatra

Abstract

ଅନୁଭବ

ଅନୁଭବ

1 min
13.5K


ପବନର ଭୁରୁଭୁରୁ ବାସ୍ନାରେ ଭାସିଆସେ

ତୁମ ନିଶ୍ୱାସର ଗନ୍ଧ,

ତୁମକୁ ମୁଁ ଅନୁଭବେ,ଲାଗଇ ଯେମିତି

ତୁମେଅଛ ଏଇଠି କେଉଁଠି....!

ତୁମେ କିନ୍ତୁ ମାନ ନାହିଁ, ଦିଅ ନାହିଁ ଧରା

ବାରଵାର୍ କୁହ,"ନାଇଁମ...ମୁଁତ ଏଠିନାହିଁ,

ଅଛି ମୁଁ ଯେ ଅନ୍ୟତ୍ର କେଉଁଠି"।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract