Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUJATA DAS

Abstract Tragedy

3  

SUJATA DAS

Abstract Tragedy

ଅନ୍ତର

ଅନ୍ତର

1 min
130


"ଅ "ଅନୁପ୍ରାସ ରେ ମୋ କବିତା

    ଅନ୍ତର


ଅନ୍ତର ହୋଇଛି

  ଅନ୍ତରଟା ଆଜି

    ଅନ୍ତରର ଭାଷା ବୁଝି

ଅନ୍ତର ଗୂଢ଼ତା

  ଅନ୍ତର ହିଁ ବୁଝେ

    ଅନ୍ତର ସମ୍ପର୍କେ ଭିଜି 

ଅନ୍ତରର ବ୍ୟଥା

  ଅନ୍ତର ଶୂନ୍ୟତା

    ଅନ୍ତର ପାରଇ ଜାଣି

ଅନ୍ତରର ଭାଷା

   ଅନ୍ତର ହିଁ ପଢେ

     ଅନ୍ତର ନିଃସୃତ ବାଣୀ।

ଅନ୍ତର ହୋଇଲେ

  ଅନ୍ତରୁ ବିଶ୍ୱାସ

    ଅନ୍ତର ଯନ୍ତ୍ରଣା ସହେ

ଅନ୍ତର ବେଦନା

   ଅନ୍ତରକୁ ଜଣା

     ଅନ୍ତର ସମ୍ପର୍କ ମୋହେ।

ଅନ୍ତରର ପ୍ରୀତି

   ଅନ୍ତର ବଳୟେ

     ଅନ୍ତର ସାଇତି ଥାଏ

ଅନ୍ତର ବି ଯେବେ

   ଅନ୍ତର ବୁଝେନା

     ଅନ୍ତର କ୍ଷତାକ୍ତ ହୁଏ।


Rate this content
Log in

Similar oriya poem from Abstract