STORYMIRROR

Ram Prasad Bisoi

Fantasy

2  

Ram Prasad Bisoi

Fantasy

ଅନ୍ତଃସ୍ୱର-୨୫

ଅନ୍ତଃସ୍ୱର-୨୫

1 min
2.3K


(୧)

ଶବ୍ଦ

ଗଛରୁ କିଛି ଝଡି ଯାଇଥିବା

ଶୁଖିଲା ପତ୍ର,

(୨)

ନିରାଵତାରେ ପବନର ଶିହିରଣେ

କାନକୁ ସୁଲୁ ସୁଲୁ ଅବୁଝା ଭାଷାରେ କହୁଥିବା

କିଛି କଥା,

(୩)

ପାର୍କର ଖାଲି ପଡିଥିବା ବେଞ୍ଚ ଉପରେ

ପବନ ନେଇ ଆସି ଅଯାଚିତ ଭାବେ

କୁଢ଼ କରିଥିବା କିଛି ଶୁଖିଲାଫୁଲ-------!

କାଶ୍ୟପ,ରାୟଗଡା .


రచనకు రేటింగ్ ఇవ్వండి
లాగిన్

Similar oriya poem from Fantasy