CHARUBALA PADHI
Abstract
ଏ ଜୀବନ ବି ଠିକ୍ ସୂତା ଲଗା
କାଗଜର ଗୁଡ଼ିଟିଏ ପରି
ଉଡୁଥାଏ ନିର୍ଭୀକରେ
ନୀଳ ଆକାଶର ପ୍ରଶସ୍ତ ବୁକୁରେ,
କିନ୍ତୁ କିଏ ଜାଣେ !
କେତେବେଳେ କଟିଯିବ ଡୋର
ସମୟର ଧାରୁଆ ମାଞ୍ଜାରେ ।
ତୁମେ
ବାପା
ହାଏରେ ମଣିଷ
ବନ୍ଧୁ
ଚିଠି : ଚିତ୍ତ ...
ଫର୍ବ୍ଦେ କାଗଜ
କବିତାର ନାଁ ତୁ...
ଗୁରୁ: ଏକ ଆଲୋକ...
ଜନ୍ମଦିନ
ଯେତେ ବିଲ ଥାଉ ଗୋହିରୀ ବିଲର ସମକ୍ଷକ କେହି ନାହିଁ ଲକ୍ଷେ ତାର ଥିଲେ ଆକାଶ ମାର୍ଗରେ ଚନ୍ଦ୍ ଯେତେ ବିଲ ଥାଉ ଗୋହିରୀ ବିଲର ସମକ୍ଷକ କେହି ନାହିଁ ଲକ୍ଷେ ତାର ଥିଲେ ଆକାଶ ମାର୍ଗର...
ବରଷା ବଉଦ ସଜ ବରଷା ବଉଦ ସଜ
ଚାକିରୀ ଚାକିରୀ
କିନ୍ନର ର ଅଭିବ୍ୟକ୍ତି କିନ୍ନର ର ଅଭିବ୍ୟକ୍ତି
ଆସ ପ୍ରାଣ ମିତ, ତୁମ ପାଇଁ ଗୀତ ଲେଖିକି ଚାହିଁଛି ଅନାଇ ଆସ ପ୍ରାଣ ମିତ, ତୁମ ପାଇଁ ଗୀତ ଲେଖିକି ଚାହିଁଛି ଅନାଇ
ମହାକାଳ ଫଳ ଆଭ୍ୟନ୍ତର ଦୃଶ୍ୟ କିଛି ରୂପ କିଛି ରଙ୍ଗ , ତାହା ସମୟର ନକଲି ରଙ୍ଗରେ ହୋଇଥାଏ ମୋହଭଙ୍ଗ। ମହାକାଳ ଫଳ ଆଭ୍ୟନ୍ତର ଦୃଶ୍ୟ କିଛି ରୂପ କିଛି ରଙ୍ଗ , ତାହା ସମୟର ନକଲି ରଙ୍ଗରେ ହୋଇ...
ଈର୍ଷା ଈର୍ଷା
ନିଜର ଲୁହକୁ ହୃଦୟରେ ରଖି ଓଢ଼ଣୀ ତଳେ ସେ କାନ୍ଦେ କାହାକୁ କହିବ ତା ମନ କାହାଣୀ ମନେ ମନେ ସିଏ ନିନ୍ଦ ନିଜର ଲୁହକୁ ହୃଦୟରେ ରଖି ଓଢ଼ଣୀ ତଳେ ସେ କାନ୍ଦେ କାହାକୁ କହିବ ତା ମନ କାହାଣୀ ମନେ ...
ମନେ ପଡେ କର୍ମପଥେ ମନେ ପଡେ କର୍ମପଥେ
ଲୀଳାମୟ କାହ୍ନା ଲୀଳାମୟ କାହ୍ନା
ମିଛ ମଣିଷର କଥାରେ ଛଳନା ଆଖିରେ ମିଥ୍ୟାର ଲୁହ, ନର ହତ୍ୟା କରି ସମବେଦନାରେ ତା ହୃଦୟେ ମି ମିଛ ମଣିଷର କଥାରେ ଛଳନା ଆଖିରେ ମିଥ୍ୟାର ଲୁହ, ନର ହତ୍ୟା କରି ସମବେଦନାରେ ...
ସ୍ଵାଗତ ନବ ସକାଳର ସ୍ଵାଗତ ନବ ସକାଳର
ବାହ୍ୟ ଚାକଚକ୍ୟ ଅନ୍ତର କାନ୍ଦଇ ନିଃସଙ୍ଗତା ମଧୁବନେ ପାଉଁଶ ତଳର ସ୍ବପ୍ନ ଚେତିଉଠେ ଜଗାଇ ବେଦନା ମନେ ... ବାହ୍ୟ ଚାକଚକ୍ୟ ଅନ୍ତର କାନ୍ଦଇ ନିଃସଙ୍ଗତା ମଧୁବନେ ପାଉଁଶ ତଳର ସ୍ବପ୍ନ ଚେତିଉଠେ ଜଗ...
ପୁତ୍ରର ବିଳାପ ପୁତ୍ରର ବିଳାପ
ବସନ୍ତର ଶେଷରାଗ କ୍ଷୀଣ ହେବା ପରେ ଶ୍ରାବଣର ଶେଷ ବୁନ୍ଦା ଝରିଗଲା ପରେ ନିଦାଘର ବିଳମ୍ବିତ ତୃଷାର୍ତ୍ତ ବସନ୍ତର ଶେଷରାଗ କ୍ଷୀଣ ହେବା ପରେ ଶ୍ରାବଣର ଶେଷ ବୁନ୍ଦା ଝରିଗଲା ପରେ ନିଦାଘର ବିଳମ୍ବିତ...
ଧନ୍ୟ ତୁମେ କବି କଲମ ମୁନରେ ଆଣି ପାର ତୁମେ କ୍ରାନ୍ତି, ପଦରେ ପଦରେ ନିଆସି ମନରେ ଭରି ପାର ପୁଣି ଶାନ ଧନ୍ୟ ତୁମେ କବି କଲମ ମୁନରେ ଆଣି ପାର ତୁମେ କ୍ରାନ୍ତି, ପଦରେ ପଦରେ ନିଆସି ମନରେ ଭରି ପାର ପ...
ହଟିଯାଉ ସବୁ ସଂସାରୁ କଳୁଷ ଅଜ୍ଞାନତା ପାଉ ଲୋପ ।। ହଟିଯାଉ ସବୁ ସଂସାରୁ କଳୁଷ ଅଜ୍ଞାନତା ପାଉ ଲୋପ ।।
ସତ୍ୟ ବଚନ ସତ୍ୟ ବଚନ
କବି କବି
ଓଡିଶାର ତିରିଶି ଜିଲ୍ଲାକୁ ନେଇ କବିତାଟିଏ ଓଡିଶାର ତିରିଶି ଜିଲ୍ଲାକୁ ନେଇ କବିତାଟିଏ