Liza🤥 Senapati

Abstract

2.6  

Liza🤥 Senapati

Abstract

ଅମୂଲ୍ୟ ସମ୍ପର୍କ

ଅମୂଲ୍ୟ ସମ୍ପର୍କ

1 min
2.9K


ଦିନ ଯାଏ ରାତି ଯାଏ,

ସରେନା ସମ୍ପର୍କର ଆୟୂଷ।

ବନ୍ଧୁତା ଆମର ଅକ୍ଷୟ ଅମର,

ନା ଅଛି କିଛି ସ୍ୱାର୍ଥ ନା ଛଳନା,

ମିଛ ଏଇ ଦୁନିଆରେ,

ବନ୍ଧୁତା ଅମୂଲ୍ୟ ସମ୍ପର୍କ ଟିଏ,

ଯେବେ ଆଶା ମରିଯାଏ,

ନୂଆ ଆଶା ହେଇ ଆଶେ ବନ୍ଧୁ,

ସବୁରି ମନର ସାହାସ ବନ୍ଧୁ,

ନିଜଠୁ ବି ସେ ନିଜର,

ମନ ଖୋଜେ ତାକୁ ବାର ବାର,

ଏ ଦୁନିଆରେ ଭଲ ବନ୍ଧୁ,

ହଜାର ପୂଣ୍ୟର ଏକ ପ୍ରାପ୍ତି,

ବନ୍ଧୁ ଇଶ୍ୱରଙ୍କ ଆଶୀର୍ବାଦ ଏକ,

ବିନା ସ୍ୱାଥ ରେ ଯିଏ ଆସେ,

ନମାଗି ସବୁ ଦେଇଦିଏ,

ଏମିତି ସମ୍ପର୍କ ମହାନ ଦାନ,

ଆମ ପାଇଁ ଆମ ସୁଖ ର ଠିକଣା

ଭଲପାଇବାର ସାଗର ସେ,

ଆମ ବିଶ୍ୱାସ ର ବନ୍ଧ।

ନ ସରୁ କେବେ ଆମ ମସ୍ତି,

ଯୁଗ ଯୁଗ ରହୁ ଆମ ଏ ଦୋସ୍ତି।


Rate this content
Log in

Similar oriya poem from Abstract