STORYMIRROR

Sudhanjali Mishra

Tragedy

3  

Sudhanjali Mishra

Tragedy

ଅମର ଶହୀଦ

ଅମର ଶହୀଦ

1 min
404

ପୁଲୱ।ମା ଠାରେ ପଚାଶ ଯବାନ

ବିନା ଯୁଦ୍ଧେ ଗଲେ ଶୋଇ

ଆତଙ୍କବାଦୀଙ୍କ ଷଡ଼ଯନ୍ତ୍ର କ୍ରମେ

ବର୍ବର କାଣ୍ଡ ଘଟଇ ....।।୧।।


ଭାରତ ମାତାର ସୁବୀର ଯବାନ

ଅମର ଶହୀଦ ହେଲେ

ମାତା ସହ ବାସୀ ଯବାନ ସକାଶେ

ଶୋକ ଦିବସ ପାଳିଲେ ....।।୨।।


ଉଚିତ ଜବାବ ଦବାପାଇଁ ସତେ

ପାକିସ୍ଥାନେ ଦ୍ରୁତଯାନ

ତିନିଶହ ଶତ୍ରୁ ଆତଙ୍କବାଦୀଙ୍କୁ

କ୍ଷଣିକେ କଲା ନିଧନ .....।।୩।।


ଭାରତ ଅଟଇ ଶାନ୍ତି ମୈତ୍ରୀ ଦେଶ

ଅସୀମ ଧୈର୍ଯ୍ୟ ତାହାର

ବିଶ୍ବାସ ଘାତକେ କାଳୀ ରୂପ ସାଜି

ଶତ୍ରୁକୁ କରେ ସଂହାର .....।।୪।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy