STORYMIRROR

Brundabana Pradhan

Romance

3  

Brundabana Pradhan

Romance

ଅମାନିଆ ମନ

ଅମାନିଆ ମନ

1 min
386


ଶବ୍ଦ ମାନେ ମତେ 

ହିଂସା କରନ୍ତି 

ଠିକ୍ ଏକା ଶତ୍ରୁ ପରି 

କବିତା ଲେଖିବା 

ଅହଂ ଭାବନା ଟିକକ୍ 

ଛାରଖାର ହୋଇଯାଏ 

ପଙ୍ କ୍ତି ସବୁ ଉଭେଇ ଯାଆନ୍ତି 

ନୀଳ ଆକାଶରେ 

ହୁଏତ ସେ ଛଳନା 

ସବୁକୁ ମୁଁ ଜାଣିପାରେନା 

ଘୁରିବୁଲେଁ ତମ ଭାବନା ରାଜ୍ୟରେ ।

କେତେବେଳେ ସମୟ

ବିତିଯାଏ ଜାଣିପାରେନା 

ପହଞ୍ଚି ଯାଏ ମୋ ଗନ୍ତବ୍ୟ ସ୍ଥଳକୁ 

ମଜ୍ଜାଇ ଦିଏ ମୋ ଅମାନିଆ ମନକୁ ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance