STORYMIRROR

Paramita Mishra

Romance

4  

Paramita Mishra

Romance

ମନ ପଞ୍ଜୁରୀରେ ଏକ ଅଜଣା ପକ୍ଷୀ

ମନ ପଞ୍ଜୁରୀରେ ଏକ ଅଜଣା ପକ୍ଷୀ

1 min
371

ମନ ପଞ୍ଜୁରୀ ରେ ଏକ ଅଜଣା ପକ୍ଷୀ


ବସା ବାନ୍ଧି ରହିଗଲା ପଚାରିନି ବି!


ତା ଆଖିର କଜ୍ଜଳ ଗାର, 


ମୋ ମନରେ ତୋଳିଲା ଘର ।


ତାର ସୁନ୍ଦର୍ କୋମଳ ମନ, 


ମତେ ଦେଇ ମାଗିନେଲା ପ୍ରେମ


ନୀଳ ସମୁଦ୍ରଠୁ ଗଭୀର ସେ ଦୁଇ ଆଖି


ଆଜୀବନ ବନ୍ଦୀ ଆଜି ମୁଁ 


ସେ ମୋ ଜୀବନ ସାଥି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance