STORYMIRROR

Paramita Mishra

Others

3  

Paramita Mishra

Others

ତୃଷ୍ଣାରୁ ତର୍ପଣ କେତେ ଦୂର

ତୃଷ୍ଣାରୁ ତର୍ପଣ କେତେ ଦୂର

1 min
292


ଦିନେ ତୁମେ ପଚାରିଥିଲା ନା 

ଏ ଫୁଲରୁ ବାସ୍ନା 

ଆଉ ଓଠରୁ ତୃଷ୍ଣା 

ଏତେ ନିବିଡ ହୋଇ 

ପୁଣି ଦୁରେଇ ଯାଆନ୍ତି କେମିତି? 

ଶୁଣ, 

ବାସ୍ନା ସରିଗଲେ ଫୁଲ ମରିଯାଏ, 

ତୃଷ୍ଣା ମେଣ୍ଟିଗଲେ ପାଣି ଫେରିଯାଏ, 

ତୁମ ଅନ୍ଧବିଶ୍ବାସର ଗଙ୍ଗାରେ 

ଅଗ୍ନି ପରିକ୍ଷାରେ ସଂସାରରେ 

ମୋ ତର୍ପଣ ସବୁ ଭିତ୍ତିହୀନ 

ତୁମ ତୃଷ୍ଣାର ନଈ ମୁଁ ନୂହେଁ 

ତୁମେ ବି ନୁହଁ ମୋ ତର୍ପଣର ସାଗର 

ଏ ତୃଷ୍ଣାରୁ ତର୍ପଣ ଅନେକ ଦୂର.. Rm



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍