Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Paramita Mishra

Tragedy

3  

Paramita Mishra

Tragedy

ସବୁ ସରି ପାଉଁଶ ହେଲେ ତ

ସବୁ ସରି ପାଉଁଶ ହେଲେ ତ

1 min
365


ସବୁ ସରିଯାଇ ପାଉଁଶ ହେଲେ ତ

କହିବ ତୁମେ ମୁଁ କେମିତି ଥିଲି

ଆଜି ଯାଏଁ ଥିଲି ଜଞ୍ଜାଳ ତୁମର

ଯାଅ, ଆଜି ଜଞ୍ଜାଳରୁ ତୁମକୁ ମୁକ୍ତ କଲି ।


ତୁମେ ନୀରବତା ରେ ମୋ କଥା ଭାବୁଥିବା

ମୁଁ ଥିବି କେବଳ ତୁମ ସ୍ମୃତିରେ

ତୁମ ନିଃସଙ୍ଗତା ସେ ରାସ୍ତା ଖୋଜିବ

କେତେ ଦୁରତା ତୋ ମୋ ଭିତରେ ।


ସେହି ପାଉଁଶ ମୁଠା ରେ ଥିବା ମୋ ନାଁ

ମୋର ଅସ୍ତିତ୍ୱ ସେଠି ନଥିବ ଯାହା

କିନ୍ତୁ,

ଆଜି ବି ତୁମେ ଡାକି କି ଦେଖ ତ

ମୁଁ ଥିବି ସେଇଠି ହୋଇ ତୁମ ନିଶ୍ବାସ ।


Rate this content
Log in

Similar oriya poem from Tragedy