STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ଅମାବାସ୍ୟାର ଜହ୍ନ

ଅମାବାସ୍ୟାର ଜହ୍ନ

1 min
198


ଅମାବାସ୍ୟା ର ଜହ୍ନ

ଆଜି କି ପଡିଛି ମଳିନ

ଘନଘୋର ଅନ୍ଧାକାର

ମଧ୍ୟରେ ହୋଇଛି ତାର

ରୌପ୍ୟମୟ ଜ୍ୟୋତି

 ଵିଲୀନ

ଅମାବାସ୍ୟା ତିଥିରେ 

ସତେ କି ହଜି ଯାଇଛି

ତାରି ଚିହ୍ନ ବର୍ଣ୍ଣ

ହସୁଥିଲା ଖୁଲି ଖିଲି

କାଳିମାର ସ୍ପର୍ଶରେ

ଆଜି ଯାଇଛି ସବୁ ଭୂଲି

ମେଘର ଆଢୁଆଳରେ

ଆଜି ଯାଇଛି ଲୁଚି

ଲାଗୁଚି ପ୍ରିୟାର ପଣତରୁ

  ଯାଇଛି ଖସି

ଅଭିମାନୀ ସତେ ଋଷି 

ଛାଡି ଚାଲି ଯାଇଛି

ପଣତରେ ବାନ୍ଧି ରଖିଛି

ତାରି ଅଭୂଲା ସ୍ମୃତି

ଉଭେଇ ଯାଇଛି

ତାରି ପ୍ରଣୟ ଗୀତି

ଯାହା ପାଇଁ ଆଜି

ଝୁରି ଵସିଛି







Rate this content
Log in

Similar oriya poem from Inspirational