Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Durjyodhan Barik

Children

3  

Durjyodhan Barik

Children

ଅମାବାସ୍ୟା

ଅମାବାସ୍ୟା

1 min
189



ତୁମ ଆଗମନେ ଲୁଚିଯାଏ ଜହ୍ନ

ଜୋଛନା ବି ଯାଏ ହଜି,

ଆଲୋକ ଠିକଣା ଖୋଜୁଥାନ୍ତି ସର୍ବେ

ବହଳ ଅନ୍ଧାରେ ଭିଜି ।

କେଉଁ ରାଇଜରେ ଘର ଗୋ ତୁମର

କେବେ ଆସ କେବେ ଯାଅ,

ଜହ୍ନ ସାଥେ କିବା କରୁଅଛ ବାଦ

ମୁଖ ତାର ଦେଖୁନାହଁ ।

ପ୍ରତି ମାସରେ ଗୋ ଆସିଥାଅ ଥରେ

ଧରି କୄଷ୍ଣ ପଟୁଆର,

ସହାସ୍ୟ ବଦନେ ଆପଣାଏ ନର

ତବ ଘନ ଅନ୍ଧକାର ।


 


Rate this content
Log in

Similar oriya poem from Children