Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Durjyodhan Barik

Children


3  

Durjyodhan Barik

Children


ଅମାବାସ୍ୟା

ଅମାବାସ୍ୟା

1 min 185 1 min 185


ତୁମ ଆଗମନେ ଲୁଚିଯାଏ ଜହ୍ନ

ଜୋଛନା ବି ଯାଏ ହଜି,

ଆଲୋକ ଠିକଣା ଖୋଜୁଥାନ୍ତି ସର୍ବେ

ବହଳ ଅନ୍ଧାରେ ଭିଜି ।

କେଉଁ ରାଇଜରେ ଘର ଗୋ ତୁମର

କେବେ ଆସ କେବେ ଯାଅ,

ଜହ୍ନ ସାଥେ କିବା କରୁଅଛ ବାଦ

ମୁଖ ତାର ଦେଖୁନାହଁ ।

ପ୍ରତି ମାସରେ ଗୋ ଆସିଥାଅ ଥରେ

ଧରି କୄଷ୍ଣ ପଟୁଆର,

ସହାସ୍ୟ ବଦନେ ଆପଣାଏ ନର

ତବ ଘନ ଅନ୍ଧକାର ।


 


Rate this content
Log in

More oriya poem from Durjyodhan Barik

Similar oriya poem from Children