STORYMIRROR

Biswajita Baral

Children Stories Inspirational Children

3  

Biswajita Baral

Children Stories Inspirational Children

ପିଲାମାନେ

ପିଲାମାନେ

1 min
195


ଶିଶୁର ମନଟି କଳିକା ପରି ଯେ 

 ପବିତ୍ର ନିର୍ମଳ ହୃଦୟ

ତୋ ଜନ୍ମ ଦିନକୁ ଶିଶୁ ଦିବସରେ

ସଦାକା ଲେ ହେଲା ଜୟ ଜୟ ।


ଆଜିର ଶିଶୁ କାଲି ନାଗରିକ

 ହୋଇ ଯୋଗ୍ୟ ସନ୍ତାନ  

ମନ ପ୍ରାଣ ଦେବା ଯତନେ ଗଢ଼ିଲେ 

 ରଖିବେ ଦେଶ ମାନ। 

  

ଶିଶୁ ଅଟନ୍ତି ଦେଶର ପ୍ରଗତି

  ଦେଶର କର୍ଣ୍ଣ ଧାର

ତାଙ୍କରି ବିକାଶ ହୋଇବ ସମ୍ଭବ

 ଥିଲେ ଓଠେ ହସ ଧାର ।।


ଶିଶୁମାନେ ଆମ ଦେଶ ଭବିଷ୍ୟତ

   ଦେଶର ମଉଡ଼ମଣି

ଶିଶୁମାନଙ୍କୁ ଭଲ ପାଉଥିଲେ ବୋଲି

   ନେହେରୁଙ୍କୁ ପୂଜ୍ୟ ଗଣି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍