ଚାଚା ନେହେରୁ ଚାଚା ନେହେରୁ
ପ୍ରତିବର୍ଷ ସେହି ଦିବସକୁ ପିଲା ପ୍ରତିବର୍ଷ ସେହି ଦିବସକୁ ପିଲା
ଆମେ ନୁହେଁ ଶିଶୁ ଭବିଷ୍ୟତ ଆମ ହାତେ ଦିନେ ଗଢ଼ା ହେବ, ଭାରତ ମାତାର ଆଭିଜାତ୍ୟ । ଆମେ ନୁହେଁ ଶିଶୁ ଭବିଷ୍ୟତ ଆମ ହାତେ ଦିନେ ଗଢ଼ା ହେବ, ଭାରତ ମାତାର ଆଭିଜାତ୍ୟ ।
ଅତି ସେନେହରେ ପିଲାଏ ଡାକିଲେ ସେ ଆମ ଚାଚା ନେହେରୁ ଅତି ସେନେହରେ ପିଲାଏ ଡାକିଲେ ସେ ଆମ ଚାଚା ନେହେରୁ
ଆଗକୁ ବଢିଲା ବେଳକୁ ଭଗାରି ଗୋଡ଼ ଟାଣେ ବାରଂବାର ଋଷିଆ ସହିତ ଉତ୍ତମ ସଂପର୍କ କରୁଥିଲା ଉପଚାର । ଆଗକୁ ବଢିଲା ବେଳକୁ ଭଗାରି ଗୋଡ଼ ଟାଣେ ବାରଂବାର ଋଷିଆ ସହିତ ଉତ୍ତମ ସଂପର୍କ କରୁଥିଲା ଉପଚାର ।
ଆସରେ ଆସରେ ସଭିଏଁ ଆସ ହସି ହସାଇବା ରଖିବା ଯଶ ।। ଆସରେ ଆସରେ ସଭିଏଁ ଆସ ହସି ହସାଇବା ରଖିବା ଯଶ ।।