Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suresh chandra Padhy

Inspirational

3  

Suresh chandra Padhy

Inspirational

ଚାଚା ନେହେରୁ

ଚାଚା ନେହେରୁ

1 min
406



ଚାଚା ନେହେରୁ ଆଜି ତୁମ ଜନ୍ମ ଦିନ

ଆଜିର ଦିନ ରେ ଶିଶୁ ଦିବସ ହୁଏ ପାଳନ ।


ତୁମେ ଶିଶୁ ମାନଙ୍କୁ ବେଶୀ ଭଲ ପାଉଥିଲ

ତୁମ ଜନ୍ମ ଦିନ ଟି ଶିଶୁ ଙ୍କ ପାଇଁ ଉଚ୍ଛର୍ଗ କରିଲ ।


ତୁମେ ଆମ ଦେଶ ର ପ୍ରଥମ ପ୍ରଧାନ ମନ୍ତ୍ରୀ ହୋଇଥିଲ

ଦେଶ ପାଇଁ ସମର୍ପିତ ହୋଇ ଦେଶ ପାଇଁ କେତେ କାମ କରିଥିଲ ।


ଗୁଲାବ ନାମକ ଝିଅ ସାଥେ ଦିନେ ତୁମ ଗାଡି ଧକ୍କା ହୋଇଥିଲା

ଗୁଲାବ୍ ପାଇଁ ତୁମ ମନ ସଦା ଝୁରିଲା।


ତାରି ସ୍ମୃତି ରେ ତୁମେ ଗୁଲାବ୍ ଫୁଲ କୁ ଭଲ ପାଇଲ

ଚାଚା ନେହେରୁ ହୋଇ ସବୁଠି ରହିଲ ।


ହେ ମହାପୁରୁଷ ତୁମ କୁ କୋଟି ପ୍ରଣତି ମୋହର

 ଶିଶୁ ଅଟେ ଭବିଷ୍ୟତ ଶିଶୁ ପ୍ରିୟ ସଭିଙ୍କର ।


Rate this content
Log in