Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ch Loknath Reddy

Classics Inspirational Children

3  

Ch Loknath Reddy

Classics Inspirational Children

Mother

Mother

1 min
146



ମମତାମୟୀ ମା' ଦୟାମୟୀ ମାଆ

ମାଆ ହିଁ ସ୍ନେହର ଭଣ୍ଡାର

ତା' ପ୍ରୀତି ପଣତ ମୋ ପାଇଁ ଉୱାସ

ମାଆକୁ କୋଟିଏ ଜୁହାର |


କରୁଣାମୟୀ ମା' କଲ୍ୟାଣମୟୀ ସେ'

ମାଆ ହିଁ ଶକ୍ତିର ଆଧାର

ତା' ଶୋଣିତେ ଗଢ଼ା ମୋର ଏ ଶରୀର

ମାଆଠୁ କିଏ ବା' ସୁନ୍ଦର |


ମାଆ ଜ୍ଞାନଧାତ୍ରୀ ମାଆ ଭଗବତୀ

ମାଆ ହିଁ ଜଗତ ଜନନୀ

ସେହି ମୋ ମାଆର ଚରଣାରବିନ୍ଦେ 

କରୁଛି ପ୍ରଣତି ଜନନୀ |



Rate this content
Log in

Similar oriya poem from Classics