STORYMIRROR

Ch Loknath Reddy

Classics Inspirational Others

3  

Ch Loknath Reddy

Classics Inspirational Others

ଋତୁ

ଋତୁ

1 min
133

ବର୍ଷକ ମଧ୍ୟରେ

ଛଅଗୋଟି ଋତୁ

ଗୋଟେ ପରେ ଆଉ ଗୋଟେ

ଛଅଟି ଭଉଣୀ

ଆସନ୍ତି ଭୁବନ

ପ୍ରତ୍ୟେକେ ନିଜର ବାଟେ |


ଅତି ମନୋହର

ପ୍ରତ୍ୟେକ ଋତୁର

ପ୍ରାକୃତିକ ସୌନ୍ଦର୍ଯ୍ୟ

ପ୍ରକୃତି ମାଆଟି

ଦିଶେ କି ସୁନ୍ଦର

ନନାବେଶେ ହୋଇ ସଜ |


ଗ୍ରୀଷ୍ମ ବର୍ଷା ଶୀତ

ହୁଏ ଅନୁଭୂତ 

ଅନୁଭବୀ ସିନା ଜାଣେ

ଅନୁଭବୀ ଜାଣେ

ଅନୁଭୂତି ତାର

କି ଆନନ୍ଦେ ମନ ଜିଣେ ||



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics