STORYMIRROR

Tapan Dixit

Fantasy Romance

2  

Tapan Dixit

Fantasy Romance

ଅଳସୀ ରୁପସୀ …କ୍ରିଷ୍ଣ୍ଣା

ଅଳସୀ ରୁପସୀ …କ୍ରିଷ୍ଣ୍ଣା

1 min
13.1K


ନିଶି ନିର୍ଜନ ପଥିକ ମୁଁ ଏକ 

ଉଦ୍ଭ୍ରାନ୍ତ ..ଆନମନା 

ଅନ୍ଧକାରଟା ଲୁଛି ବସିଅଛି 

ନଗ୍ନ ଦେହରେ ଜ୍ୟୋତ୍ସ୍ନା ,

କଡ ଲେଉଟାଏ ଅଶାନ୍ତ ମନଟା 

କଣ୍ଠେ ଆଦିମ ତୃଷ୍ଣା 

ସ୍ୱପ୍ନେ ଆସେ ମୋ ଅଳସୀ ରୁପସୀ 

କଳସୀ କାଖରେ କ୍ରିଷ୍ଣ୍ଣା,

ହାସ୍ନାହେନାର ବାସ୍ନା ଆସଇ

କବରୀ କୁସୁମୁ ତାର 

ବୋଧ ହୁଏ ଆଜି ରାତିଟା ବିତିବ 

ରହି ରହି ଉଜାଗର ..... .. ।। 

ତପନ ଦୀକ୍ଷିତ(ବେଳାଭୂମି) 

ନାଶିକେଶ୍ୱର, କାକଟପୁର, ପୁରୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy