Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Abstract Drama Horror

4  

Satyanarayan Sahoo

Abstract Drama Horror

ଅଜଣା  ଚିଠି

ଅଜଣା  ଚିଠି

1 min
407


ଅଜଣା ଚିଠି ର ଆତଙ୍କେ ଶିହରୀ

ଉଠୁ ଥାଏ ପ୍ରାଣ ମୋର

କେ, ଲେଖକ ତାର , ଦୁଃଖ ଦିଏ ନିତ୍ୟେ

ବ୍ୟାକୁଳିତ ନିରନ୍ତର ।


କିଏ କିସ ଜାଣେ ତେଣୁ ଆମେ ମାନେ

ପାଇ ସ୍ଥାନୀୟ ଖବର

ପ୍ରେରକ ସେ ଜଣେ ପରିଚିତ ଥିଲେ

ଭାବି ଭାବି ମନ ମୋର ।


ପୋଲିସ ଭୟରେ ଆତଙ୍କିତ ହୁଏ

କ୍ରମେ ଧୀରେ ଧୀରେ ଗ୍ରାମ 

ଗୁଜବ କି ଅବା ଏ ସତ ଘାଟଣା 

କରି ନୁହେଁ ଅନୁମାନ ।


ଅନୁଭବ ହୁଏ  ପଢ଼ି ବାରମ୍ଵାର

ପଠାଇଛି ଉକ୍ତ ଚିଠି

କିଏ ସିଏ ଜଣେ ସେହି ସମୟ ରେ

ମନରେ ଆଶଙ୍କା ଘୋଟି  ।


ଗଭୀର ଆଘାତ ପ୍ରାପ୍ତ ହୋଇ ଅତି

ଉତ୍କଟ ଆବେଗ ଭାରେ

ସ୍ଥିର କରି ନୁହେଁ ଅନୁମାନ କରି

ଅଜଣା ଭାବାବେଗ ରେ ।


ଚିଠି ଲେଖି ପୁଣି ଥରେ ଦେଖା ଯାଉ

କଣ ବା ଲେଖୁଛି ସେହି

ମନରେ ବିଚାର କରି ଏ ପ୍ରକାର

ପରିଚୟ ଦେଉ ଫେଇ ।


ଅନୁରୋଧ କରି ଠାକୁର ସୁମରି

ଦୁଃଖ ଶୋକ ଖେଦ କୋହ

ଅଜାଡି ତାହାକୁ ବ୍ୟକ୍ତ କରି ଚିଠି

ପାଠାଇଲି ଆହରହ ।


ହେଲେବି  ସେ ମୋତେ ଆଶ୍ଚର୍ଯ୍ୟ ଜନକ

ଭାବେ ଠକି ଦେଇ ଗଲା

କୌଣସି ଚିଠି ର ନ ଦେଲା ଉତ୍ତର

ମନେ ଶଙ୍କା ବଢ଼ାଇଲା ।


Rate this content
Log in

Similar oriya poem from Abstract