STORYMIRROR

GAGAN KUMAR DASH

Romance

2  

GAGAN KUMAR DASH

Romance

ଅଜବ ସୃଷ୍ଟିରେ

ଅଜବ ସୃଷ୍ଟିରେ

1 min
90


ଅଗଣିତ ଆଶା ମୋର

ମନେପଡେ ପୁଣି ଲିଭିଯାଏ

ମୋର ଉତ୍ତପ୍ତ ଛାତିରେ ।


ଛୁଇଁ ଯାଏ 

ଚନ୍ଦ୍ରମାର ଆଲୋକ

ପୋଛି ନିଏ ସାଗର ନିଳିମା

ସବୁ କୋହ ଚାପି ରଖି

ଚନ୍ଦ୍ର ଜଣାଏ ଆପଣାର ସ୍ବର

ତୁମରି ଛାତିରେ ।


ପ୍ରେମର ପ୍ରଥମ ପ୍ରଣୟ

ଆନ୍ଦୋଳିତ ହିନ୍ଦୋଳିତ ସାଗର

ସାଗର କି ଜାଣେ ?

ସେ ଅନେକ ଚିହ୍ନ 

ରଖି ନ ଥାଏ

ତା'ର ବାଲୁକା ସ୍ତୁପ ରେ ।


ମୋରି ଛାତିରେ 

ମିଶିଯାଏ ସୂର୍ଯ୍ୟ 

ପୃଥିବୀଟା ହଜିଯାଏ

କେଉଁ ଏକ ଅଜଣା ଆକାଶୁ

ଏହା ତ

ଚିରନ୍ତନ ପ୍ରେମ

ଅଜବ ସୃଷ୍ଟିରେ ।



Rate this content
Log in

Similar oriya poem from Romance