STORYMIRROR

Sushma Manjari Dash

Children

3  

Sushma Manjari Dash

Children

ଅଧାଫୁଟା କଳି

ଅଧାଫୁଟା କଳି

1 min
193

ଆହେ ଶିଶୁଗଣ ତୁମେ ସବୁ ଆମ ପ୍ରିୟ ଅଧାଫୁଟା କଳି 

ତୁୁମ ଭବିଷ୍ୟତ ପାଇଁ ଆମ ଚିନ୍ତା ଆମ୍ଭେ ବଗିଚାର ମାଳି ।  


ଆଜି ସିନା ତୁମେ କୋମଳ କଳିକା କାଳି ହେବ ପ୍ରସ୍ଫୁଟିତ

ବିମୁଗ୍ଧ ବାସ୍ନାରେ ମହକାଇ ଦେବ ଖୁସି ହେବ ଏ ଜଗତ ।।


ବାକ୍ୟ ବୀର ନୁହଁ କର୍ମ ବୀର ସାଜି ସୁକର୍ମରେ ହୁଅ ରତ

ତେଜିଣ ଭୀରୁତା ଆଳସ୍ୟ ପଣକୁ ରଖ ମାଟିର ମହତ ।।


ମାଆ ମାଟି ଆଉ ମାତୃଭାଷା ପ୍ରୀତି ଭୁଲିବନି କେବେ ଦିନେ

ଭାରତ ମାତାର ଅମୃତ ସନ୍ତାନ ବ୍ରତୀ ରହ ସେବା ଧର୍ମେ


ଫୁୁୁଲର ପାଖୁଡ଼ା ସମ ତୁମ ହାତେ କର ହେ ମହତ କର୍ମ

ମଉଳି ଯିିିିବନି ସଜ ଫୁଲ ସାଜି ରହିଥିବ ସବୁଦିନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sushma Manjari Dash

ଗଛ

ଗଛ

1 min ପଢ଼ନ୍ତୁ

ଆକାଶ

ଆକାଶ

1 min ପଢ଼ନ୍ତୁ

ନଈ

ନଈ

1 min ପଢ଼ନ୍ତୁ

ଗୋଲାପ

ଗୋଲାପ

1 min ପଢ଼ନ୍ତୁ

ଜହ୍ନ

ଜହ୍ନ

1 min ପଢ଼ନ୍ତୁ

ମେଘ

ମେଘ

1 min ପଢ଼ନ୍ତୁ

ବୃଦ୍ଧ

ବୃଦ୍ଧ

1 min ପଢ଼ନ୍ତୁ

Similar oriya poem from Children