STORYMIRROR

Sunanda B Mohapatra

Abstract

2  

Sunanda B Mohapatra

Abstract

ଅବଶୋଷ

ଅବଶୋଷ

1 min
14.4K


ଦେଖ, ଏ ଜନ୍ମର ସବୁ ଅବଶୋଷ ନେଇ

ମୁଁ ଚାଲିଯିବି ଆଗ,

କିନ୍ତୁ, ମନେରଖ ସେଠି ମୋ ପାଖରେ ଜାଗାଟିଏ

ରଖିଥିବି ନିଶ୍ଚୟ ତୁମ ପାଇଁ ରୁମାଲଟେ ବିଛାଇ,

କାଳେ ଆଊ କିଏ ଅକ୍ତିଆର କରିନବା ଆଶଙ୍କାରେ !

ଜଗିଥିବି ତୁମ ଯିବା ଯାଏ...

କହିବି, ଯାହା ସବୁ କହି ପାରିନଥିଲି ଏଠି

ହୃଦୟର ଯେତେ ସବୁ ସଞ୍ଚିତ ବେଦନା...

ଆଉ ଲହୁ, ଲୁହ, କୋହ ଯେତେ ସାଇତା ମନରେ...!!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract