hrudananda sunani
Classics
ଦୂର ତାଳ ବଣେ ଝରେ ଝରଣା
ମନ ଟଣା ତାର ବାଜଣା ।
ପଥର ସେଜରେ ଅତି ଉଚ୍ଚରେ
ଝରି ଝରି ଖୋଜେ ଠିକଣା ।
ବନ୍ଧୁ ଜଣେ ଗଲେ ପଡି ସେ ପଥରରେ
ମରୁ ମରୁ ଗଲେ ବଞ୍ଚି ସେ ମୁହୂର୍ତ୍ତରେ ।
ମନେ ଗଲେ ପଡି ସେଇ ଘଟଣା
ଏବେବି ମନ ହୁଏ ବାଟ ବଣା ।
ବର୍ଷା
ତତେ
ଗୁହାରି
ଦୁର୍ଗା
ଶରତ ଆକାଶେ
ସାଇକେଲ ଶିକ୍ଷା
ରାତି
କିଛି କଥା
ସେଦିନ ଚାନ୍ଦିନ...
କ୍ଷତାକ୍ତ ପ୍ରେ...
ରଜର ଖଞ୍ଜ ରଜର ଖଞ୍ଜ
ସୂର୍ଯ୍ୟୋଦୟ ପୂର୍ବରୁ ହୁଏ ବାଳଭୋଗ ମଧ୍ୟାହ୍ନେ କ୍ଷୀରି ଖେଚୁଡ଼ି ଲାଗି ହୁଏ ଆଗ । ସନ୍ଧ୍ୟା ପୂର୍ବରୁ ସୂର୍ଯ୍ୟୋଦୟ ପୂର୍ବରୁ ହୁଏ ବାଳଭୋଗ ମଧ୍ୟାହ୍ନେ କ୍ଷୀରି ଖେଚୁଡ଼ି ଲାଗି ହୁଏ ଆଗ । ସନ୍ଧ୍...
ପ୍ରଭୁ ନାମେ ଖୁସି ବିତରୁଛି ପ୍ରଭୁ ନାମେ ଖୁସି ବିତରୁଛି
ଆମ ମାଆ ଆମ ମାଆ
" ଆଞ୍ଜୁଳାଏ ଜୀବନ " ଆଞ୍ଜୁଳାଏ ଜୀବନ
ତୁମେ ଆମ ସିଦ୍ଧିଦାତ୍ରୀ, ତୁମେ ଆମ ବୁଦ୍ଧିଦାତ୍ରୀ, ତୁମେ ଆମ ବରଦାତ୍ରୀ, ତୁମେ ଆମ ବିଦ୍ୟାଦାତ୍ରୀ ।୧। ... ତୁମେ ଆମ ସିଦ୍ଧିଦାତ୍ରୀ, ତୁମେ ଆମ ବୁଦ୍ଧିଦାତ୍ରୀ, ତୁମେ ଆମ ବରଦାତ୍ରୀ, ତୁମେ ଆମ ବ...
ଶକ୍ତି ସ୍ଵରପା ମାତଃ ଦୁର୍ଗେ ଶକ୍ତି ସ୍ଵରପା ମାତଃ ଦୁର୍ଗେ
ହେ ଦୁର୍ଗା ମାତେ! ତୁମେ ଅଯୋନି ସମ୍ଭୁତା ଅପାର୍ଣ୍ଣା କଲ୍ୟାଣ କର ଆମକୁ ହେ ସନ୍ତାନ ବତ୍ସଳା ହେ ଦୁର୍ଗା ମାତେ! ତୁମେ ଅଯୋନି ସମ୍ଭୁତା ଅପାର୍ଣ୍ଣା କଲ୍ୟାଣ କର ଆମକୁ ହେ ସନ୍ତାନ ବତ୍ସଳା
ତ୍ରିଭୁବନ ମାଆ ଯେବେ କମ୍ପୁଥିଲା ତ୍ରାହି ମା ତ୍ରାହି ନାଦରେ ଅବତରିଲୁ ମା ହାତେ ଧରି ଖଡ୍ଗ ... ତ୍ରିଭୁବନ ମାଆ ଯେବେ କମ୍ପୁଥିଲା ତ୍ରାହି ମା ତ୍ରାହି ନାଦରେ ଅବତରିଲୁ ମା ...
ମହା ନବମୀ ତିଥିରେ ହୁଏ ଛତ୍ରଯାତ୍ରା ଘଣ୍ଟା ଘୁମୁରା ନିଶାନ ମହା ନବମୀ ତିଥିରେ ହୁଏ ଛତ୍ରଯାତ୍ରା ଘଣ୍ଟା ଘୁମୁରା ନିଶାନ
ଆଶ୍ଵିନରେ ପଡ଼ିଆରୁ କ୍ଷେତ ସବୁ ଆଡେ ଦିଶେ ସବୁଜ ମାତା ଅନ୍ନପୂର୍ଣ୍ଣା ଦୂର କରିବାକୁ ଆଶ୍ଵିନରେ ପଡ଼ିଆରୁ କ୍ଷେତ ସବୁ ଆଡେ ଦିଶେ ସବୁଜ ମାତା ଅନ୍ନପୂର୍ଣ୍ଣା ଦୂର କରିବାକୁ
ସୃଷ୍ଟି କର୍ତ୍ରୀ ତୁହି ମାଲୋ ପାର୍ବଣ ଉତ୍ସବ ପାଳନ ସମୟେ ହୋଇ ଥାଉ ଆର୍ବିଭାବ । ସୂର୍ଯ୍ୟ ମଣ୍ଡଳ ମଧ୍ଯ ରେ ନିବାସ... ସୃଷ୍ଟି କର୍ତ୍ରୀ ତୁହି ମାଲୋ ପାର୍ବଣ ଉତ୍ସବ ପାଳନ ସମୟେ ହୋଇ ଥାଉ ଆର୍ବିଭାବ । ସୂର୍ଯ୍ୟ...
ଆଜାଦି କି ଅମୃତ ମହୋତ୍ସବ ଆଜାଦି କି ଅମୃତ ମହୋତ୍ସବ
ଶ୍ରୀଜଗନ୍ନାଥ ଶ୍ରୀଜଗନ୍ନାଥ
ଗାଁ ଆମର ଶଙ୍କରପୁର ଗାଁ ଆମର ଶଙ୍କରପୁର
ମକର ଆସିଚି ମକର ଆସିଚି
ହୃଦୟେ ମୋ ଜଗନ୍ନାଥ ହୃଦୟେ ମୋ ଜଗନ୍ନାଥ
ଶ୍ରେଷ୍ଠ କବିତା ଶ୍ରେଷ୍ଠ କବିତା
ଆଙ୍ଗୁଠି ରେ ଧରି ଗୋବର୍ଦ୍ଧନ ଗିରି ନାଶି ଇନ୍ଦ୍ର ଅହଂକାର ଦେଖାଇ ଦେଲା ସେ ହଠିଆ ପଣକୁ ଗୋପ ଆଙ୍ଗୁଠି ରେ ଧରି ଗୋବର୍ଦ୍ଧନ ଗିରି ନାଶି ଇନ୍ଦ୍ର ଅହଂକାର ଦେଖାଇ ଦେଲା ସେ ହଠିଆ ପଣ...
ଦୁର୍ଗା ପୁଜା ଅଢୁଆଳରେ ସମାଜର ଅନ୍ଧାରୁଆ ଛବି... ଦୁର୍ଗା ପୁଜା ଅଢୁଆଳରେ ସମାଜର ଅନ୍ଧାରୁଆ ଛବି...