Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Fantasy Abstract

1  

Ram Prasad Bisoi

Fantasy Abstract

ଅଭିସାରିକା

ଅଭିସାରିକା

1 min
1.3K


ତୁ ମୋ ସ୍ପନ୍ଦନ ନା ଆଉ କିଛି

ଯିଏ ମତେ ତତେ ନିକଟରୁ

ନିକଟତ୍ତର କରି ତୋଳିଛି ,

ତୁ ଯଦି ଶବ୍ଦଟିଏ ହୋଇ ଥାଆନ୍ତୁ

ଶୁଣି ତ ପାରିଥାନ୍ତି ,

ତୁ ଯଦି ପବନ ହୋଇ ଥାଆନ୍ତୁ,

ଛୁଇଁ ତ ଚାଲିଯାଇ ପାରିଥାନ୍ତୁ ମତେ,

ଦିବା ବି ନୋହୁଁ ନା ରାତ୍ରି

ସନ୍ଧ୍ୟା ବି କହି ପାରିବି ନାହିଁ

ତତେ ତା ହେଲେ ତୁ କିଏ ?

ତୁ କଣ ?

ସର୍ବତ୍ରବ୍ୟାପ୍ତ ଅସ୍ତିତ୍ୱ ନିଜସ୍ୱ

ପରକାୟା ଜାୟାର ଅସ୍ପଷ୍ଟଛାୟା ,

ଜାଗୃତ ରାତ୍ରିରେ କାମନାର

ଅମ୍ଳାନ ବାଡ଼ବାଗ୍ନି


Rate this content
Log in

Similar oriya poem from Fantasy