Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Snigdha Nayak

Tragedy

5.0  

Snigdha Nayak

Tragedy

ଅଭିମାନିନୀ

ଅଭିମାନିନୀ

1 min
7.1K


କେତେଯୁଗ ଆଉ ହୋଇ ରହିବି ତୁୁମ ରାଧା

କେଵେ ତ କୁହ ହେ ମତେ ସତ୍ୟଭାମା


ମୋ ଜୀବନେ ଖାଲି କାହିଁ ପାଇଁ ଏ ପରିତ୍ୟାଗ

ମୁଁ ଚାହେଁ ପରିଚୟ ତୁମ ଵିଵାହିତାର


ନ ପାରଇ ଆଉ ରହି ହୋଇ ପେମିକା

ରଖ ତୁମ ସାଥେ ଯଦିଓ କରି ସେଵିକା


ନ ସହେ ଜୀବନ କି ନ ସହେ ମନ ଏ ଵିଛେଦ

ଜଗତ ଭଲେହି କରୁ ବାଦ କହି ଵିଚାର ନ୍ୟୁନ ଏତ


ନ ଦିଅ ମୋତେ ଆଶ୍ୱସନା

କହି ଭିନ୍ନ ଶରୀର ଏକ ଆତ୍ମା

ନ ଶୁଣଇ ଏ ହୃଦୟ କିଛି

ହୋଇଛି ମୁଁ ଏବେ କ୍ଷଣମନା


ଏ ଜନମେ ନ ମିଳଇ ଯଦି ସ୍ତ୍ରୀ ର ମର୍ଯ୍ୟାଦା

ନ ପାଇବ ଆଉ କେଉଁ ଜନମେ ରାଧା ପରି ପ୍ରେମିକା

ଯଦିଓ ପାଇବ କୋଟିଏ ଭାର୍ଯ୍ୟା

ସ୍ନିଗ୍ଧା ନାୟକ

କୋଟା ,ରାଜସ୍ଥାନ


Rate this content
Log in

Similar oriya poem from Tragedy