STORYMIRROR

Brundabana Pradhan

Romance

2  

Brundabana Pradhan

Romance

ଅଭିମାନ

ଅଭିମାନ

1 min
273

ଅଭିମାନ କରିଛ ବୋଲି 

ଦିନେ କି ଦୁଇଦିନ 

ମତେ ଅଣଦେଖା କରି ଚାଳିଛ

ଠିକ୍ ପରମ ଶତ୍ରୁ ପରି 

ହୁଏତ ଦିନେ ନା ଦିନେ 

ତୁମେ ମତେ ବୁଝିଯିବ 

ଆପଣେଇ ନେବ 

ସବୁ ମାନ ଅଭିମାନକୁ

ଛାରଖାର କରି। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance