STORYMIRROR

SumanKalyan Dash

Tragedy

3  

SumanKalyan Dash

Tragedy

ଅବାଟ

ଅବାଟ

1 min
185

କସ୍ତୁରୀ ତ ଜନ୍ତୁ ମାତ୍ର

ମଣିଷ ହୋଇ ବି

ବାଟବଣା ହୋଇ ବୁଲିଥିଲି,

ଯୌବନର ଅରଣ୍ୟରେ ମୁଁ

ପ୍ରେମର ଗନ୍ଧପାଇ

କେହି ଆପଣାକୁ ହରେଇଥିଲି।

ହେଲେ ମୋର‌ ଓ କସ୍ତୁରୀ ମଧ୍ୟରେ

ଫରକ୍ ଏତିକି ଯେ

ସେ ତାର‌‌ ଲକ୍ଷ୍ୟ ପାଇନାହିଁ,

ହେଲେ ପ୍ରେମିକାର ମିଠା କଥାରେ

ବୃଦ୍ଧାଶ୍ରମେ ଛାଡ଼ିଦେଲି

ବାକି ନିଶ୍ଚେ ସେ ଥିବ ମୋ ବାଟକୁ ଚାହିଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy