STORYMIRROR

SumanKalyan Dash

Inspirational Others

4  

SumanKalyan Dash

Inspirational Others

ଆଦିମ ଆନନ୍ଦ

ଆଦିମ ଆନନ୍ଦ

1 min
271

ପରିଚୟ ମୋର ଆଧୁନିକତାର ଅଡିଏନ୍ସ 

ଗର୍ବିତ କିନ୍ତୁ ଦଳିତ ମଧ୍ୟ,

ସଭ୍ୟ ସମାଜରେ ମ୍ୟୁଜିୟମ୍ କେବଳ

ଯେଉଁଠି ସାଇତା ମୋ ଅସ୍ଥିତ୍ଵ।।

‌ମୋ ପ୍ରତିକ୍ଷଣର ଆବଶ୍ୟକତା ସଂଘର୍ଷ

‘ଫିଟେଷ୍ଟ’ ପରିଚୟ ପାଇଁ,

ଲୁପ୍ତ ହେଲେ ହୋଇଯିବି ପଛେ

ଆଦିମ ଆନନ୍ଦ ଛାଡ଼ି,

କେମିତି ପାରିବି ଜୀଇଁ।।

ଯାହା ମ୍ୟୁଜିୟମ୍ ରେ ଦେଖି ତୁମେ ଖୁସ୍

ତାହା ହିଁ ମୋ ପରିଚୟ

ସୁଖେ ରହ ମାତ୍ର ସତର୍କ ମଧ୍ୟ

ଅପମାନିତ ଯେପରି ନହୁଅ

ଓ ତମ ବିଜ୍ଞାନ ହ‌ଉ ଅକ୍ଷୟ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational