ଆତ୍ମବଳ
ଆତ୍ମବଳ
ଆତ୍ମ ପ୍ରଚେଷ୍ଟାରେ
କର୍ମର ମାର୍ଗରେ
ନିର୍ମାଣମୁଖୀ ହୁଅ
ସ୍ଥିତିକୁ ପରଖି
ନିଜକୁ ସୁଧାରି
ବାହୁବଳେ ଠିଆ ହୁଅ
ନିଜ କ୍ଷେତ୍ରରେ କରହେ ଉଦ୍ଯମ
ଭିତ୍ତିଭୂମି ଦୃଢ଼ କର
ବାହାର ରାଜ୍ଯ ରେ ଦାଦନ ନହୋଇ
ନିଜ ରାଜ୍ଯରେ
ଜୀବିକା ସନ୍ଧାନ କର
ଦାନର ଆଧାର ହୁଅ
ନିଜସ୍ୱ ସମ୍ବଳ
ନିଜ ବାହୁବଳେ
ଉପାର୍ଜନକ୍ଷମ ହୁଅ
ଚରିତାର୍ଥ କର ଜୀବନକୁ ତୁମେ
ଜୀବନଶୈଳୀ ରେ
କାୟାରେ ସୁଧାର କର.
