Jhunu Tripathy
Inspirational
ସୁଖ ସିନା
ଅଦିନିଆ କୁଣିଆ
ଦୁଃଖ ତ
ଚିରସ୍ରତା ନଦୀ ଟିଏ
କେବେ ସରୁ ନଥାଏ
ଏମିତି ଆସୁଥାଏ
ଲୁହରେ
ଭସାଉ ଥାଏ
ଯିଏ ଦୁଃଖରେ
ହାରୁ ନ ଥାଏ
ସେ ସଂସାର କୁ
ଜିତୁଥାଏ
ସଂସାର ସୁଖ ଦୁଃଖ ରେ
ଏମିତି ଚାଲିଥାଏ ।
ଦୁଃଖ
ଏହି ଅବଦାନ କଣ ବଡ ନୁହେଁ ନିଜକୁ ତିଳ ତିଳ କରି ଜାଳି କେବେ ପୁଣି ନିଆଁ ରେ ଜାଳି ଦିଅନ୍ତି ନଚେତ୍ ଧର ଏହି ଅବଦାନ କଣ ବଡ ନୁହେଁ ନିଜକୁ ତିଳ ତିଳ କରି ଜାଳି କେବେ ପୁଣି ନିଆଁ ରେ ଜାଳି ଦିଅନ୍ତ...
ପ୍ରଥମ ହୋଇଛୁ ଶ୍ରେଣୀରେ ତୁହିରେ ଦେଉଅଛୁ ଆଶୀର୍ବାଦ ନାମ ରଖିବୁରେ ଆମ ଅଞ୍ଚଳରେ ଥିବ ଗୁରୁ ଆଶୀର୍ବାଦ। ପ୍ରଥମ ହୋଇଛୁ ଶ୍ରେଣୀରେ ତୁହିରେ ଦେଉଅଛୁ ଆଶୀର୍ବାଦ ନାମ ରଖିବୁରେ ଆମ ଅଞ୍ଚଳରେ ଥ...
ବାପା ମାଆଙ୍କ ଖୁସିରେ ବାପା ମାଆଙ୍କ ଖୁସିରେ
ଆମେ ଆମ ଜୀବନ ଯୁଦ୍ଧରେ ହତାଶା ନିରାଶା ଓ ସମସ୍ତ ବିପରୀତମୁଖୀ ପରିସ୍ଥିତିକୁ ଆତ୍ମ ପ୍ରତ୍ୟୟ ଓ ଆତ୍ମ ବିଶ୍ଳେଷ... ଆମେ ଆମ ଜୀବନ ଯୁଦ୍ଧରେ ହତାଶା ନିରାଶା ଓ ସମସ୍ତ ବିପରୀତମୁଖୀ ପରିସ୍ଥିତିକୁ ଆତ୍ମ ପ୍...
ଜନ୍ମାଷ୍ଟମୀ ଜନ୍ମାଷ୍ଟମୀ
ତୁମେ ଅକ୍ଷୟ, ଅକ୍ଷୟ ମହାନ୍ତି ତୁମେ ଅକ୍ଷୟ, ଅକ୍ଷୟ ମହାନ୍ତି
ପାଗଳ ପାଗଳ
ମାଆ ବୋଲି ତୋତେ ଯିଏ ଡାକିଛି ଥରେ ତୋ କରୁଣାର କୃପା ତା ମଥାରେ ମହିଷାମର୍ଦ୍ଦିନୀ ମାଆ ଦେବୀ ଦଶଭୁଜା ... ମାଆ ବୋଲି ତୋତେ ଯିଏ ଡାକିଛି ଥରେ ତୋ କରୁଣାର କୃପା ତା ମଥାରେ ମହିଷାମର୍ଦ୍ଦିନୀ ମ...
ମୋର ଠାରୁ ସାନ ଦୁଇ ପିଲା ଯାକ ଉଠେଇ ଦେଲେ ମୋତେ ଭାଲୁ ଚାଲିଗଲା ବାଟରେ ଭାଇହେ ମୋର ଠାରୁ ସାନ ଦୁଇ ପିଲା ଯାକ ଉଠେଇ ଦେଲେ ମୋତେ ଭାଲୁ ଚାଲିଗଲା ବ...
ଜାଗିଉଠ କବି ଜାଗିଉଠ କବି
ନିଜ ସ୍ବାର୍ଥ ପାଇଁ ଜନ୍ମ ହୋଇ ନାହିଁ ଆମେ ରେ ଦୈବ ଅଧୀନ ଦୈବ କର୍ମ କରି ମହତେ ଚଳିଲେ ସାର୍ଥକ ନିଜ ସ୍ବାର୍ଥ ପାଇଁ ଜନ୍ମ ହୋଇ ନାହିଁ ଆମେ ରେ ଦୈବ ଅଧୀନ ଦୈବ କର୍ମ କରି ମହତେ ଚଳିଲେ ...
ସମର୍ପିତା ସୌଭାଗିନି ସମର୍ପିତା ସୌଭାଗିନି
କବିତା ଅମୃତ ବର୍ଷଣ କରିଣ ଢାଳିଦେଲ ଦେଶପ୍ରେମ । ପ୍ରକୃତି ମାତାର ଯୋଗ୍ୟତମ ସୁତ କବିତା ଅମୃତ ବର୍ଷଣ କରିଣ ଢାଳିଦେଲ ଦେଶପ୍ରେମ । ପ୍ରକୃତି ମାତାର ଯୋଗ୍ୟତମ ସୁତ
ମାଲୋ ତୁହି ମୁକ୍ତି ଦାୟୀ ଦୁର୍ଗା ନାମ ଧ୍ୟାୟି ମୁଁ ଜପ କରଇ ପୁଣି..... ମାଲୋ ତୁହି ମୁକ୍ତି ଦାୟୀ ଦୁର୍ଗା ନାମ ଧ୍ୟାୟି ମୁଁ ଜପ କରଇ ପୁଣି.....
ଏତିକି ପ୍ରାର୍ଥନା ମୋହର ଦିଅ ତୁ ଆଶିଷ ପୟରେ ପ୍ରଣତି ତୋହର ଏତିକି ପ୍ରାର୍ଥନା ମୋହର ଦିଅ ତୁ ଆଶିଷ ପୟରେ ପ୍ରଣତି ତୋହର
ବୃଷଭ ବାହନ ଅବା ଗଜାନନ ପୃଷ୍ଠେ ମାତା ଅବତରି ଶୋହେ ତବ କର ଡମ୍ବରୁ ତ୍ରିଶୂଳ ବୃଷଭ ବାହନ ଅବା ଗଜାନନ ପୃଷ୍ଠେ ମାତା ଅବତରି ଶୋହେ ତବ କର ଡମ୍ବରୁ ତ୍ରିଶ...
ମଣିବୁ ଆଜିଠୁ ଶ୍ୱଶୁରଙ୍କୁ ପିତା ଶାଶୁଙ୍କୁ ନିଜର ମାତା କଲେ ସୁକର୍ତ୍ତବ୍ୟ ଦୁହିତା ହୁଅଇ ଦୁଇ କୁଳ ପ ମଣିବୁ ଆଜିଠୁ ଶ୍ୱଶୁରଙ୍କୁ ପିତା ଶାଶୁଙ୍କୁ ନିଜର ମାତା କଲେ ସୁକର୍ତ୍ତବ୍ୟ ଦୁହିତା ହୁଅଇ...
ଭୀଷ୍ମ ପାଦ ତଳେ ପ୍ରଣାମର ବଳେ କୌନ୍ତେୟଙ୍କ ମୃତ୍ୟୁଭୟ ହେଲା ବୋଲି ଦୂର ଅନ୍ତେ ସେହି ଶୂର ସଂଘର୍ଷେ ... ଭୀଷ୍ମ ପାଦ ତଳେ ପ୍ରଣାମର ବଳେ କୌନ୍ତେୟଙ୍କ ମୃତ୍ୟୁଭୟ ହେଲା ବୋଲି ଦୂର ଅନ୍ତେ ସେହ...
ଜେଷ୍ଠମାସେ ଚଷାଭାଇ କ୍ଷେତେ ହଳ ଜୋଚୁଥାଇ, ମନରେ ରଖି ସନ୍ତାପ ନମାନି ସୂର୍ଯ୍ୟଙ୍କ କୋପ, ଜେଷ୍ଠମାସେ ଚଷାଭାଇ କ୍ଷେତେ ହଳ ଜୋଚୁଥାଇ, ମନରେ ରଖି ସନ୍ତାପ ନମାନି ସୂର୍ଯ୍ୟଙ୍କ କୋପ,
ଧର୍ମେ ଅନୁରକ୍ତି ଦୟା ଦାନ ଭକ୍ତି କର୍ତ୍ତବ୍ୟ ଆମ ପରମ ପରମ ସାକ୍ଷାତ ହୁଏ ତ ପ୍ରତୀତ ... ଧର୍ମେ ଅନୁରକ୍ତି ଦୟା ଦାନ ଭକ୍ତି କର୍ତ୍ତବ୍ୟ ଆମ ପରମ ପରମ ସାକ୍ଷାତ ...