STORYMIRROR

Puspanjali Panda

Abstract Others

3  

Puspanjali Panda

Abstract Others

ଆତ୍ମା କେବେ ନୁହେଁ ଅସହାୟ

ଆତ୍ମା କେବେ ନୁହେଁ ଅସହାୟ

1 min
185


ଏବେ ହାତରେ ପ୍ରଚୁର ସମୟ

କଲମକୁ ତର ନାହିଁ

ରାତି ଆସିଲାଣି ପାହି

ଏବେଆଉ ଉଦଗ୍ର ଅଭିଶାପ 

କି ଅଭିଯୋଗରେ 

ଆତ୍ମା ଏଠି ନୁହଁ ଅସହାୟ ।।

ବିଶ୍ୱାସ ତୁଟିଲେ ବି

ଭରସା ହଜିଲେ ବି

ଡେଣାରେ କିଛି ବଳ ବାକିଅଛି

ଦେଖାଇଦବ ଢେର୍ ଆତ୍ମ ପରିଚୟ।।

ହେଇତ ଆରମ୍ଭ ହେଇଗଲା

ସଂଗ୍ରାମ ,ବଞ୍ଚିବାର ଇଛାର

ନିଜକୁ ଆବୋରି ନେବାର 

ସବୁ ପରିସ୍ଥିତିରେ

ଯଦିଓ ପଥ ସାରା ପଥର ।।

ଯାଣିଛି,ସମୟ ବି ଅସମୟ ହୁଏ

ଭଲ ଲୋକ ଭେଲ ହେଇଯାଏ

ପ୍ରତାରଣା, ଛଳନାର ମୁଖା ଖୋଲିଯାଏ

ହେଲେ, ପୃଥିବୀଟା ବଦଳି ଯାଏନି

ସମୟ ଅଟକି ଯାଏନି।।

ଆଉ ଡର କାହାକୁ ଯେ!



Rate this content
Log in

Similar oriya poem from Abstract