STORYMIRROR

Prafulla Kumar Tripathy

Abstract

2  

Prafulla Kumar Tripathy

Abstract

ଆସିଛି ନୂଆ ବର୍ଷ

ଆସିଛି ନୂଆ ବର୍ଷ

1 min
225

ନୂତନ ବର୍ଷର ସ୍ବାଗତ ପାଇଁ

ଆଜି ଗାଁ,ଗଣ୍ତା ଗହଳି

ଦୋକାନ,ବଜାର

ସବୁଠି ଅସମ୍ବବ ଭିଡ

ସୂର୍ଯ୍ଯ ଉଦୟ ହେବା ଆଗରୁ

ରାସ୍ତା କଡରେ ଭଙ୍ଗା କାଚ

ଖଣ୍ତ,ଖଣ୍ତ ହାଡ ରକ୍ତ ରଙ୍ଗରେ

ସଂପୂର୍ଣ୍ଣ ଚିତ୍ରିତ କଂସେଇ ଖାନା

ମେଣ୍ଟି ସାରିଛି ଧରଣିର ତୃୃୃୃୃୃୃୃୃୃୃଷ୍ଣା

ତାଜା ରକ୍ତରେ ଚଟାଣ ଲାଲ

ଲୋକଙ୍କ ଭିତରେ ଭିଡ

ପରସ୍ପର ଭିତରେ ମୂଲଚାଲ

ଯାହା ନବ ଦବୁ କେତେ ନବୁ

ପୁଣି ବର୍ଷକର ଅପେକ୍ଷା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract