Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Snigdha Nayak

Inspirational

5.0  

Snigdha Nayak

Inspirational

ଆସି ଲୁହ ଲୁଚିଯାଏ ଆଖି ପଲକରେ ....

ଆସି ଲୁହ ଲୁଚିଯାଏ ଆଖି ପଲକରେ ....

1 min
6.9K


ଆସି ଲୁହ ଲୁଚିଯାଏ ଆଖି ପଲକରେ

ବଣମଲ୍ଲି ଛୁପିଯାଏ ସହରିଫୁଲ ମହକରେ

ଅରଜିଥିଲି ଯେତିକି ସୁୁନାମ

ସବୁ ବେନାମ ପାଳଟିଗଲା କେଉଁ ଦୁର୍ଗୁଣରେ


ନ ଥାଇ ଟୋପାଏ ବି ବିଷ ଅମୃତରେ

ହୋଇଗଲା ସେ ତ ସମ୍ପୂର୍ଣ୍ଣ ବିଷାକ୍ତ

କେବଳ ଲୋକଙ୍କ ତୁଣ୍ଡରେ


ଏ ବି ନିୟମ ପ୍ରକୃତି ର ଏକ

ଦିନଠୁ ରାତ୍ରି ,ସତ୍ୟ ଠୁ ମିଥ୍ୟା

ସୁଗୁଣ ଠୁ ଦୁର୍ଗୁଣର ଯେ ମୂଲ୍ୟ ଅନେକ


କମଳର ଗୁଣ ଜାଣଇ ପ୍ରତ୍ୟେକ

ପଙ୍କରୁ ଜାତ ବୋଲି ପଙ୍କଜା ବୋଲା ଏ ସେତ

ଏ ନାମ କି ପାଇଁ ଅନେକ ନାମେ ସେତ ନାମିତ


ସ୍ନିଗ୍ଧା ନାୟକ

କୋଟା

ରାଜସ୍ଥାନ


Rate this content
Log in