STORYMIRROR

Bedanta Bagarty

Tragedy

3  

Bedanta Bagarty

Tragedy

ଆଶୀର୍ବାଦ ଦେଲ ଗୁରୁମାଆ

ଆଶୀର୍ବାଦ ଦେଲ ଗୁରୁମାଆ

1 min
240

 ଆଶୀର୍ବାଦ ଦେଲ ଗୁରୁମାଆ ସ୍ମାରକୀ ସାଜି

ଗୁରୁ ଭାବେ ଗ୍ରହଣ କର ମୋର ବିନତି  

ତୁମ ପୂଜା ହୁଏ ହୃଦୟରେ ଆଜି ..

ବଗିଚାରେ ଆମେ କେତୋଟି ଫୁଲ 

ମାଳି ସାଜି ଆପଣ ରଖିଲେ ମୂଲ

ଶିକ୍ଷାର ଗନ୍ତାଘର "ଦୀପର ସଳିତା ସାଜି ତୁମେ ସ୍ରଷ୍ଟା

ଅନ୍ଧାରକୁ ଉଜ୍ଜଳ କରିଛ ହେ ଗୁରୁ ମାତା

ସୁନିତା ସାହୁ ଅନୁଭୂତିର ସ୍ରଷ୍ଟା ସବୁ ଦିନ ରହୁ

ଅନୁ ଭବ ଓ ଅନୁଭୂତିର ପ୍ରତି ମୂର୍ତ୍ତି ।

ଏ ବେଦାନ୍ତ ପ୍ରଣାମ କରୁଛି ତୁମ ପାଦତଳେ ଆଜି..  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy