Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BANITA SAHU

Inspirational

3.3  

BANITA SAHU

Inspirational

ଆସ ଶିଖିବା

ଆସ ଶିଖିବା

1 min
135


ପିମ୍ପୁଡି ଠାରୁ ଶିଖିବା ପରିଶ୍ରମ କରିବା

ଜୀବନରେ କେବେ ଅଳସୁଆ ନହେବା

କୁକୁର ଠାରୁ ଶିଖିବା ବିଶ୍ବସ୍ତ ହେବା

କାହାରିକୁ କେବେ ଧକ୍କା ନଦେବା ।

କଇଁଚ ଠାରୁ ମନବଳ ଶିଖିବା

ମନରେ ସଧା ସାହାସ ବାନ୍ଧିବା

ବଉଳା ଗାଇ ଠାରୁ ଶିଖିବା ସତ କହିବା

ଜୀବନରେ କେବେ ମିଛ ନକହିବା ।

ବଡିବୁଢିଆଣି ଠାରୁ ଶିଖିବା ହାର ନମାନିବା

ଜୀବନରେ କେବେ ବିଫଳ ନହେବା

ମାଙ୍କଡ ଠାରୁ ଶିଖିବା ଚତୁରତା

ବିପଦେ ସମୟେ କିପରି ନିଜକୁ ରକ୍ଷା କରିବା ।



Rate this content
Log in

Similar oriya poem from Inspirational