STORYMIRROR

BANITA SAHU

Abstract

3  

BANITA SAHU

Abstract

ଆସ ହସିବା ହସାଇବା

ଆସ ହସିବା ହସାଇବା

1 min
259

ହସ ମନରେ ଆନନ୍ଦ ଭରିଦିଏ

ହସ ଦୁଖଃକୁ ଦୂରେଇ ଦିଏ

ହସ ପ୍ରେରଣାର ଉସ୍ଛଟିଏ

ହସ ସହାନୁଭୂତି ଶିକ୍ଷା ଦିଏ

ହସ ଭଲପାଇବାର ପ୍ରତିକଟିଏ

ହସ ସତେଜ ରଖେ

ହସ ହିଂସାଭାବ ଦୂରେଇ ଦିଏ

ହସ ଖୁସିର ଛାୟା ଖେଳେଇ ଦିଏ

ହସ ମନୁଷ୍ଯକୁ ସୁସ୍ଥ ରଖେ

ହସ ଭବିଷ୍ଯତର ମାର୍ଗ ଦର୍ଶାଏ

ହସ ଦୁଃଖି ମୁହିଁରେ ହସ ଫୁଟାଏ

ହସ ବଞ୍ଚିବାର ରାସ୍ତା ଦେଖାଏ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract