STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ଆସ ଆମେ ପାଠ ପଢ଼ିବା

ଆସ ଆମେ ପାଠ ପଢ଼ିବା

1 min
196


ଆସ ଆମେ ପାଠ ପଢିବା

ଆସ ଆମେ ପାଠ ପଢିବା

ପାଠ ପଢି ଭଲ 

ମଣିଷ ହେବା।(୦)

ପାଠଟି ଏମିତି ଜିନିଷ ଭାଇ

ଅଜ୍ଞାନ ଅନ୍ଧାର ଦିଏ ଦୂରେଇ

ନିରକ୍ଷର ଜନେ

ଶିଖାଇ ଅକ୍ଷର

ଜ୍ଞାନ ଚକ୍ଷୁ ଉନ୍ମିଳିତ କରିବା।(୧)


ପାଠ ପଢି ଭଲ....


ପାଠକୁ ଯିଏ ରେ କରେ ଆଦର

ସଭିଙ୍କୁ ସେ କରିପାରେ ନିଜର

ଭଲ ପାଠ ପଢି

ଭଲ ପିଲା ହୋଇ

ଦେଶ ଓ ଜାତିର ଟେକ ରଖିବା।(୨)

ପାଠ ପଢି ଭଲ....।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational