ଆର୍ଟିକିଲ୍ ୩୭0
ଆର୍ଟିକିଲ୍ ୩୭0
ହେ ଦାମୋଦର ନରେନ୍ଦ୍ର ମୋଦୀ
ଥ୍ରୀ ସେଭେଣ୍ଟିକୁ ଉଠାଅ ଯଲ୍ଦି ।
ଉଠାଇଲା ପରେ କାଶ୍ମୀର ଯିବୁ
କାଶ୍ମୀର ଯାଇ ବାସ କରିବୁ ।
ବାସ କଲାପରେ ହିନ୍ଦୁ ସଂଖ୍ୟାକୁ
ଯଥା ଶୀଘ୍ର ସେଠି ବଢାଇ ଦେବୁ ।
ବଢ଼ିଗଲେ ପାକ୍ ସମର୍ଥକଙ୍କୁ
ପଠେଇବୁ ତାଙ୍କ ପାକିସ୍ତାନକୁ ।
ନଗଲେ ସେମାନେ ଆମରି ହସ୍ତେ
ବଳି ପଡ଼ିଯିବେ କବର ଗାତେ ।
କବର ଗାତକୁ ସେମାନେ ଗଲେ
ଟେକା ଫିଙ୍ଗା ଫିଙ୍ଗି ହେବନି ଭଲେ ।
ନଥିବ ବି ଆଉ ଗୁଳିର ଶବ୍ଦ
ହେବନି ବି ଆଉ ନିଇତି ଯୁଦ୍ଧ ।
କାଶ୍ମୀର ପାଇବ ଅଶାନ୍ତ ମୁକ୍ତି
ଫେରିବ ନିଶ୍ଚିତ ସେଠାକୁ ଶାନ୍ତି ।