STORYMIRROR

Sudhashree Bhattamisra

Abstract

4  

Sudhashree Bhattamisra

Abstract

ଆପଣାର

ଆପଣାର

1 min
241

ଶୂନ୍ୟକୁ ଯେବେ ଆବୋରିନିଏ 
ନିଜସ୍ୱ ବୋଲି ସର୍ବସ୍ବ ବୋଲି 
ଶୂନ୍ୟବି ମତେ ଅଟହାସ୍ୟ କରେ 
ନିଜକୁ ଯେବେ ଭାବିନିଏ ନିଜର 
ବୋଲି, ସେବି ହୁଏନା ଆପଣାର 
ଆତ୍ମୀୟତାର....
ଅଜବ ଅନୁଭୂତିର ଅବ୍ୟକ୍ତ 
ଯନ୍ତ୍ରଣା ରେ....
ଜୀବନଟା ଲାଗେ ସତେ 
ବିଚିତ୍ରବର୍ଣ୍ଣା....
ମୋ ପାଇଁ ଜୀବନଟା ଜୀଵନ 
ଜୀବନର ଚୌଖଟ ଉପରେ 
ଶୂନ୍ୟକୁ ହିଁ ମୁଁ ଆବୋରି ନିଏ 
ଶୂନ୍ୟ ଯେବେ ଆପଣାଏ ମତେ....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ତମେ

ତମେ

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଘୃଣା

ଘୃଣା

1 min ପଢ଼ନ୍ତୁ

ସର୍ତ

ସର୍ତ

1 min ପଢ଼ନ୍ତୁ

ଅନ୍ତ

ଅନ୍ତ

1 min ପଢ଼ନ୍ତୁ

ବାଜି

ବାଜି

1 min ପଢ଼ନ୍ତୁ

Similar oriya poem from Abstract