STORYMIRROR

Dhaneswar Dash

Classics

3  

Dhaneswar Dash

Classics

ଆନନ୍ଦ ହିଁ ଆନନ୍ଦ

ଆନନ୍ଦ ହିଁ ଆନନ୍ଦ

1 min
188


ଆନନ୍ଦକନ୍ଦଙ୍କ ପ୍ରସାଦ ନେଇ

ଆନନ୍ଦ ନିଳୟେ ସ୍ଥାପନ ହୋଇ।


ଆନନ୍ଦ ଲହରୀ ଖେଳେ ସଙ୍ଗରେ

ଆନନ୍ଦ ମନରେ ସଦା ବିହରେ।


ଆନନ୍ଦିତ କରି ଜନମାନସ 

ଆନନ୍ଦ ମନରେ କରଇ ବାସ।


ଆନନ୍ଦେ ସ୍ବଜନ ପରିଜନରେ

ଆନନ୍ଦିତ ହୁଏ ତାଙ୍କ ସଙ୍ଗରେ।


ଆନନ୍ଦ ବଜାର ବସଇ ଯହିଁ

ଆନନ୍ଦିତ ମହାପ୍ରସାଦ ଖାଇ।


ଆନନ୍ଦକନ୍ଦଙ୍କୁ କରି ଦର୍ଶନ

ଆନନ୍ଦିତ ହୋଇଥାଏ ଏ ମନ।


ଆନନ୍ଦେ ଆନନ୍ଦ ମହାଆନନ୍ଦ 

ଆନନ୍ଦେ ଭେଟଇ ପରମାନନ୍ଦ।


ଜୟ ଶ୍ରୀଜଗନ୍ନାଥ


Rate this content
Log in

Similar oriya poem from Classics