STORYMIRROR

Bharatabandhu Biswal

Action Inspirational Others

3  

Bharatabandhu Biswal

Action Inspirational Others

ଆମରି ଶାସନ ଆମରି ହାତେ

ଆମରି ଶାସନ ଆମରି ହାତେ

1 min
208


ସ୍ୱାଧିନ ଆମେ ସ୍ୱତନ୍ତ୍ର ଆମେ

ସର୍ବେ ଆମେ ଭାରତୀୟ

ଆମରି ଶାସନ ଆମରି ହାତରେ

ମହାନ ଭାରତ ଜୟ ।


ଉଡେ ଫରଫର ତ୍ରିରଙ୍ଗ ପତାକା

ଗୁଞ୍ଜେ ଜନଗଣ ମନ

ଆମେ ସାର୍ବଭୈ।ମ୍ୟ ରାଷ୍ଟ୍ର ଗଣତନ୍ତ୍ର

ସ୍ୱଚ୍ଛନ୍ଦ ମୁକ୍ତ ଜୀବନ ।


ନାହିଁ ଜାତି ବର୍ଣ୍ଣ ଧର୍ମ ଭେଦାଭେଦ

ନିରପେକ୍ଷ ସୁବିଚାର

ସତ୍ୟ ଶାନ୍ତି ମୈତ୍ରୀ ଅହିଂସାର ମନ୍ତ୍ର

ଆଦର୍ଶ ନୀତି ଆମର ।


ପ୍ରାମାଣିକ ଆମ କର୍ତ୍ତବ୍ୟ ନିଷ୍ଠତା

କୁଶଳତା ପରାକାଷ୍ଠା

ଆମର ଐତିହ୍ୟ ବେଦ ଶାସ୍ତ୍ର ଜ୍ଞାନ

ମଣ୍ଡିତ ପୁରାଣ ପୃଷ୍ଠା ।


କରେ ଉଜ୍ଜୀବିତ ପ୍ରାଣ ସଞ୍ଜିବୀତ

ମାଟି ମୋ ପାଣି ପବନ

ସଞ୍ଚରେ ଜୀବନ ସବୁଜ ସୁନ୍ଦର

ଯଶସ୍ୱ1 ଭାରତ ଜୟ ।


ମୋ ଜାତି ସ°ସ୍କୃତି ସୁଗନ୍ଧ ସୁରଭି

ସମୁଜ୍ଜ୍ୱଳ ପରମ୍ପରା

ରଖିବି ସୁରକ୍ଷ ନେଉଛି ଶପଥ

ହେବ ସ୍ୱର୍ଗ ସମ ଧରା ।

    


Rate this content
Log in

Similar oriya poem from Action