STORYMIRROR

Naheda Shaheen

Inspirational

3  

Naheda Shaheen

Inspirational

ଆମେ ତ କଲାହାଣ୍ଡିଆ

ଆମେ ତ କଲାହାଣ୍ଡିଆ

1 min
200


ଆମେ ତ କଲାହାଣ୍ଡିଆ..

ଭାଇ ଭାଇ ମାଡ଼ ଲାଗସୁ ସମ୍ପତ୍ତିର ଲାଗି...

ଆମେ ତ ବଡ଼ ଭକୁଆ।

ଆମେରେ କଲାହାଣ୍ଡିଆ।


ଘର ଘର ନେ ମଦ ବେପାର 

ଭଲ ଲାଗୁଛେ ଆମକେ..

ଦେଶୀ ହେଉ କି ବିଦେଶୀ ମଦ ମିଲୁ ଢୋକେ।

ଏକର ଗୁନେ ଘରେ କଲି ମାଡ଼ ଖାଏସି ମାଏଜି।

ପିଲା ଟୁକେଲ କନ୍ଦା କଟା ଦେଖିଲେ ଦୁଃଖ ଲାଗସି,।

ଆମେ ତ ବଡ଼ ଭକୁଆ।

ଆମେରେ କଲାହାଣ୍ଡିଆ।


ମାଆ ବୁଆର ନାହିଁ ଆଦର

ବୁଢ଼ା ବୁଢ଼ୀ କେ ଛି ଛାକର।

ବିହା ହୋଇ ଅଲଗା ହେସୁ

ପରିବାର କେ ପାଶୋରି ଦେସୁ

ଆମେ ତ ବଡ଼ ଭକୁଆ

ଆମେ ରେ କଲାହାଣ୍ଡିଆ।।


ଗୁଫା ହୋଇ ତାସ ଖେଲସୁ

ଦିନ ବେଲେ ସପନ ଦେଖସୁ

ନିଜର ଲୋକର ଗୋଡ଼ ଘିଚସୁ

ଆମେ ତ ବଡ଼ ଭକୁଆ,।

ଆମେରେ କଲାହାଣ୍ଡିଆ ।


ଘୁମୁରା କେ ନାହିଁ ଭୁଲୁ ହୋ କଲାହାଣ୍ଡି ନେ ଜନମ

ଘୁମୁଘୁମାଇ କରି ପିଟିଦେଲେ 

ରକତ ହେସି ଗରମ

ରେଣ୍ଡୋ ମାଝୀ ଆମର ହିରୋ ( 2)

ଆମେ ଭି ହେମୁ ତାକର ଭଲିଆ

ଆମେ ରେ କଲାହାଣ୍ଡିଆ ।।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational