Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Inspirational Others Children

3  

KRUTIBAS NAYAK

Inspirational Others Children

ଆମେ ସ୍ଵାଧୀନ କବିତା-ଦେଶ ବନ୍ଦନା

ଆମେ ସ୍ଵାଧୀନ କବିତା-ଦେଶ ବନ୍ଦନା

1 min
24



ଧର୍ମଭୂମି କର୍ମଭୂମି ପୁଣ୍ୟଭୂମି ଭାରତ, ମାତୃଭୂମି ଶକ୍ତିଭୂମି ମୁକ୍ତିଭୂମି ଭାରତ | (1)

ତ୍ୟାଗଭୂମି ଯୋଗଭୂମି ଭୋଗଭୂମି ଭାରତ, ସୁରଭୂମି ବୀରଭୂମି କ୍ରାନ୍ତିଭୂମି ଭାରତ | (2)


ସ୍ୱର୍ଗଭୂମି ଦେବଭୂମି ରାମଭୂମି ଭାରତ, କୃଷ୍ଣଭୂମି କୃଷିଭୂମି ଋଷିମୁନି ଭାରତ | (3)

ଆଶାଭୂମି ଆସ୍ଥାଭୂମି ଭରସା ମୋ ଭାରତ, କନ୍ୟାରୂପି ଭଗ୍ନୀ ପୁଣି ଜନନୀ ମୋ ଭାରତ | (4)


ଜ୍ଞାନଭୂମି ମାନଭୂମି ଧନଭୂମି ଭାରତ, ମନ୍ତ୍ରଭୂମି ତନ୍ତ୍ରଭୂମି ଯନ୍ତ୍ରଭୂମି ଭାରତ | (5)

ଆଭାଭୂମି ଶୋଭାଭୂମି ସ୍ୱର୍ଣ୍ଣଭୂମି ଭାରତ, ଆର୍ଯ୍ୟଭୂମି, ପୂଜ୍ୟଭୂମି ନ୍ୟାର୍ଯ୍ୟଭୂମି ଭାରତ |(6)


ପ୍ରେମଭୂମୀ ପ୍ରୀତିଭୂମି ମୈତ୍ରୀଭୂମି ଭାରତ, ନିଷ୍ଠାଭୂମି ସାଧନାର ପୀଠଭୂମି ଭାରତ |(7)

ଲୁହ-ଲହୁ ଭିଜାଭୂମି ସଂଗ୍ରାମୀ ଏ' ଭାରତ, ସତ୍ୟଭୂମି ଶାନ୍ତିଭୂମି ସୁଖଭୂମି ଭାରତ |(8)



Rate this content
Log in

Similar oriya poem from Inspirational