Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalpana Kumari Pradhan

Abstract

3  

Kalpana Kumari Pradhan

Abstract

ଆମେ ସ୍ୱାଧୀନ

ଆମେ ସ୍ୱାଧୀନ

1 min
150


ସ୍ୱାଧୀନ ଆମେ ସ୍ୱାଧୀନ ଆମ ରାଷ୍ଟ୍ର

    ବୋଲି କରୁ କେତେ ଅଭିମାନ

     ସତରେ ମନକୁ ପଚାରିଛୁ ଥରେ

       ସତରେ ଆମେ ସ୍ୱାଧୀନ ।


ସ୍ୱାଧୀନ ଭାବେ କରୁଅଛୁ ମତ ଦାନ

   ଆମରି ନେତା କରନ୍ତି ଶାସନ

      କହନ୍ତି ସଭିଙ୍କର ଅଧିକାର ସମାନ

        ସତରେ ଆମେ ସ୍ୱାଧୀନ ।


ଗରିବ ଟି ଏଠି ଆହୁରି ଗରିବ

  ଧନ ବଢ଼ାଉଛି ଧନୀ ଜନ

    କିଏ ଅର୍ଣ୍ଣ କଣିକାକୁ ଝୁରେ

      ସତରେ ଆମେ ସ୍ୱାଧୀନ ।


ଜାତି ପ୍ରାର୍ଥକ୍ୟକୁ ମିଟାଇ ଦେଇଛେ

    ଗଢିଛେ ଏଠି ଶ୍ରେଣୀ ବିଭାଜନ

     ଗୋଟିଏ ଶାସକ ଆରେକ ଶୋଷିତ

ତଥାପି ମନେ ମୁଁ ଭାବଇ

    ସତରେ ଆମେ ସ୍ୱାଧୀନ ।


Rate this content
Log in

Similar oriya poem from Abstract