STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ଆମେ ଭାରତମାତା ସନ୍ତାନ

ଆମେ ଭାରତମାତା ସନ୍ତାନ

1 min
217


ଆମେ ଭାରତ ମାଆ ର ପୁଅରେ

ଆମେ ଭାରତ ମାଆ ର ଝିଅ

ଅନେକ ଫୁଲ ରେ ମାଳ ଯେ ଗୋଟିଏ

ନାହିଁ ମନେ ଡର ଭୟ ରେ ।

 ଆମେ


ଜଗତରେ ଶ୍ରେଷ୍ଠ ଏଇ ଆମ ଦେଶ

ଭୂଗୋଳକେ ଶୋଭା ତାର ମାନଚିତ୍ର

ଉତ୍ତରୁ ଦକ୍ଷିଣ ପୂରୁବୁଁ ପଶ୍ଚିମ

ଭରି ରହିଅଛି ମା ବଇଚିତ୍ର

ଅନେକ ଭିନ୍ନତା ମଧ୍ୟରେ

ବନ୍ଧା ହୋଇ ଅଛୁ ଏକତା ରଜ୍ଜୁରେ ।


  ଆମେ ଭାରତ ମାଆ ର


ଅନେକ ଜାତି ରେ ଆମେ ଏକ ଜାତି

ଆମ ମନେ ଅଛି ଜାତୀୟତା ପ୍ରୀତି

ଖାଦ୍ୟ ପୋଷାକ ରେ 

ହେଲେ ଯେତେ ଭିନ୍ନ

ଆମେ ପରା ଏକ ଏକ ଆମ ମନ

ଜନମ ମାଟିର ରକ୍ଷାରେ

ଶିର ଦେବୁ ପଛେ ସାର ଦେବୁ ନି ରେ

 ଆମେ ଭାରତ ମାଆ ର ।


Rate this content
Log in

Similar oriya poem from Inspirational