Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pramod Kumar Jena

Romance

2  

Pramod Kumar Jena

Romance

ଆମ ପ୍ରେମ

ଆମ ପ୍ରେମ

1 min
6.6K


ତୁମେ ଦେଖୁଥିଲ       ମୁଁ ବି ଦେଖୁଥିଲି

ଦୁହେଁ ତ ଥିଲେ ଅନାଇଁ

ଖୋଜୁଥିଲେ ଦୁହେଁ     ଦୁହିଁଙ୍କ ଆଖିରେ

ରାତି ଯାଉଥିଲା ପାହି


ବୁଡି ଯାଉଥିଲେ      ପ୍ରେମର ସାଗରେ

ହଜାଇ ନିଜ ଅସ୍ତିତ୍ତ୍ୱ

ନ ଥିଲା ଶୋଚନା      ନ ଥିଲା ଭାବନା

ବର୍ତ୍ତମାନ ଭବିଷ୍ୟତ


ପ୍ରେମ ବାରିଧିର         କି ସାଗର ଇଏ

ଜାଣିନାହିଁ ଜାଣିନାହିଁ

ବିନା ସନ୍ତରଣେ            ଡୁବନ୍ତି ସଭିଏଁ

ପ୍ରଶିକ୍ଷଣ ଲୋଡା ନାହିଁ


ପ୍ରମୋଦ କୁମାର ଜେନା ©


Rate this content
Log in

Similar oriya poem from Romance