STORYMIRROR

Debabrata Barik Debunu

Tragedy

4  

Debabrata Barik Debunu

Tragedy

ଆମ ଗାଁ ବଦଳି ଗଲାଣି

ଆମ ଗାଁ ବଦଳି ଗଲାଣି

1 min
506


ଆମ ଗାଁ ଆଉ ଗାଆଁ ହେଇ ନାହିଁ

ସେ ସହର ପାଲଟି ଗଲାଣି

ଆମ ଗାଁ ଆଉ ଗାଆଁ ହେଇ ନାହିଁ

ନିଜ ଲୋକ ବଦଳି ଗଲେଣି

ଆମ ଗାଁ ଆଉ ଗାଆଁ ହେଇ ନାହିଁ

କାଠ ଚୁଲି ଏଠି Hp ଗ୍ୟାସ୍ ହେଲାଣି

ଆମ ଗାଁ ଆଉ ଗାଆଁ ହେଇ ନାହିଁ

ଘରେ ଲକ୍ଷ୍ମୀ ଷ୍ଟିକର ଲଗା ଗଲାଣି

ଆମ ଗାଁ ଆଉ ଗାଆଁ ହେଇ ନାହିଁ

ଗୋବର ପାଣିରେ ପିଣ୍ଡା ଲିପା ହେଉନି

ଆମ ଗାଁ ଆଉ ଗାଆଁ ହେଇ ନାହିଁ

ମାଟି ହାଣ୍ଡି ରନ୍ଧା ଆଉ ହେଉନି

ଆମ ଗାଁ ଆଉ ଗାଆଁ ହେଇ ନାହିଁ

ବହୁ ସକାଳୁ ଆଉ ଉଠୁନି

ଆମ ଗାଁ ଆଉ ଗାଆଁ ହେଇ ନାହିଁ

ସାଙ୍ଗ ସାଥି ସବୁ ହଜି ଗଲେଣି

ହଜି ତ ଗଲାଣି ପରମ୍ପରା ଆମ

ସମ୍ପର୍କ ତାଲିକା ମିଳୁନି

ସୁନା ଘର ଚୁନା କରିବାରେ

ପୁଅ ବହୁ ସଫଳ ହେଲେଣି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy