Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sabita Tripathy

Classics

3  

Sabita Tripathy

Classics

ଆଲୋକ ପର୍ବ

ଆଲୋକ ପର୍ବ

1 min
134


ଆଲୋକ ର ପରବ

ଆମ ସଂକୃତି ଗୌରବ

ଦୀପ ଟିଏ ଜାଳିବା

ଅନ୍ଧାର ଦୂରେଇବା ।


ରଙ୍ଗ ବେରଙ୍ଗ ର ମୁରୁଜ

ଦୁଆରେ ରଙ୍ଗୋଲି ଆଙ୍କି

ମନେ ଆଣିଦିଏ ନୂତନ ସୁରୁଜ ।


ମନ ଉପଵନେ

    ଆଜିର ଦିନେ

ଦୀପ ପ୍ରଜ୍ବଳନେ

    ରାବଣ କୁ ମାରି

ଧର୍ମ ର ଦୀପ ଟିଏ ଜାଳିବା ସ୍ପନ୍ଦନେ ।


ଫଟକା ର ଶବଦେ

 ଫୁଲେଇ ଫୁଲଝରି ଟା

ରିମଝିମ ପାଇଁ ସତେକି

ଘୁଙ୍ଗୁର ବାନ୍ଧେ ପାଦେ ।


କାହିଁ କେଉଁ ଯୁଗରୁ

ରହିଛି ଆମ ବିଶ୍ୱାସେ

ପିତୃ ଲୋକ ଆସିବେ ଆମର 

ଦୀପବଳି ର ପୟା ଶ୍ରାଦ୍ଧରେ ।


ପିତୃପୁରୁଷଙ୍କୁ ସ୍ମରଣ କରି

     ହୋ ବଡ଼ ବଡୁଆ

ଅନ୍ଧାରେ ଆସି ଆଲୁଅ ରେ ଯାଆ

        ତୁଣ୍ଡେ ଧରି

ଜଳେଇଦେବା କାଉଁରୀ



Rate this content
Log in

Similar oriya poem from Classics