STORYMIRROR

Sandhyarani dash

Romance

3  

Sandhyarani dash

Romance

ଆଖିର ଲୁହ

ଆଖିର ଲୁହ

1 min
139



ସହି ପାରୁ ନାହିଁ ଦୁଃଖକୁ ସାଥୀ ମୁଁ

ପୋଛି ପାରୁ ନାହିଁ ଲୁହ

ଯେତେ ଚାହିଁଲେ ବି ଭୁଲି ପାରୁ ନାହିଁ

କେମିତି ବଞ୍ଚିବି କୁହ।


ଆଜି ବି ତୁମକୁ ମନ ଆଇନାରେ

ସକାଳେ ସଂଜେ ଦେଖଇ

ନିଜ ବାଟ ତୁମେ ନିଜେ ବାଛି ନେଲ

ରହିଲି ଏକାକୀ ହୋଇ।

ଅଧାବାଟ ମୋର ଛାଡି ଦେଲ ହାତ

କେମିତି ଚାଲିବି କୁହ।


ହୃଦୟ କାନ୍ଦୁଛି ଧ୍ୱକା ମୁଁ ପାଇଛି

ତଥାପି ପାଏ ମୁଁ ଭଲ

ଭୁଲିବା ଆଗରୁ ଭାବି ଲନି ଥରେ

ପାଉଥିଲ ମୋତେ ଭଲ।

ଆଖିର ଲୁହ ମୋ କହୁଛି କାହାଣୀ

ଅନ୍ତରରେ ଉଠେ କୋହ।



Rate this content
Log in

Similar oriya poem from Romance